ଏଥର ପଞ୍ଚୁକ ୪ ଦିନ: ପୁରୀରେ ଅସମ୍ଭାଳ ଭିଡ଼ ଆଶଙ୍କା, ଆସନ୍ତାକାଲି ଭୋର ୫ଟାରୁ ରାଧାପାଦ ଦର୍ଶନ

ପବିତ୍ର କାର୍ତ୍ତିକ ମାସରେ ଶେଷ ପାଞ୍ଚଦିନକୁ ପଞ୍ଚୁକ ବୋଲି ଗ୍ରହଣ କରାଯାଏ। ଯେଉଁମାନେ କାର୍ତ୍ତିକ ବ୍ରତ ସାରା ମାସ ପାଳନ କରି ନପାରନ୍ତି ଏହି ପାଞ୍ଚଦିନକୁ ପାଳିଥାଆନ୍ତି। ବଡ଼ ଏକାଦଶୀଠାରୁ ଏହି ବ୍ରତ ଆରମ୍ଭ ହୁଏ ଏବଂ କାର୍ତ୍ତିକ ପୂର୍ଣ୍ଣମୀରେ ଶେଷ ହୁଏଲ। ଏହି ବ୍ରତଧାରୀମାନେ ପ୍ରତିଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଚାହିଁଥାନ୍ତି। ଯେଉ

ଏଥର ପଞ୍ଚୁକ ୪ ଦିନ: ପୁରୀରେ ଅସମ୍ଭାଳ ଭିଡ଼ ଆଶଙ୍କା, ଆସନ୍ତାକାଲି ଭୋର ୫ଟାରୁ ରାଧାପାଦ ଦର୍ଶନ

About the Author