Supreme Court: 'କର୍ମଚାରୀମାନଙ୍କୁ ଦିଅ ୨୫% DA', ଏହି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

Supreme court to West Bengal government: ସୁପ୍ରିମକୋର୍ଟ ବିଚାରପତି ସଞ୍ଜୟ କରୋଲ ଏବଂ ବିଚାରପତି ସନ୍ଦୀପ ମେହେଟା ମମତା ବାନାର୍ଜୀ ସରକାରଙ୍କୁ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରି କର୍ମଚାରୀମାନଙ୍କୁ ତିନି ମାସ ମଧ୍ୟରେ DA ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Supreme Court: 'କର୍ମଚାରୀମାନଙ୍କୁ ଦିଅ ୨୫% DA', ଏହି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
Image Credit: ଏହି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments