Gateway of India Mumbai: ସନ୍ଦେହଜନକ ଅବସ୍ଥାରେ ଧରାପଡ଼ିଲେ ୩ ଭାରତୀୟ; ଡଙ୍ଗା ନେଇ କୁଏତ ଠାରୁ ଆସିଲେ ଭାରତ

Gateway of India: କୁଏତ ଠାରୁ ଆସିଥିବା ଏକ ସନ୍ଦେହଜନକ ଡଙ୍ଗା ଆରବ ସାଗରରେ ମୁମ୍ବାଇ ପୋଲିସ ପାଟ୍ରୋଲିଂ ଟିମ୍ ଦ୍ୱାରା ଗେଟୱେ ଅଫ ଇଣ୍ଡିଆ ଠାରେ ଧରାପଡିଥିଲା। ପୋଲିସ କହିବା ଅନୁସାରେ, କନ୍ୟାକୁମାରୀ ଜିଲ୍ଲାର ୩ ଜଣ ତାମିଲ ମତ୍ସ୍ୟଜୀବୀ କୋଲାବା ପୋଲିସ ଷ୍ଟେସନ ଠାରେ ଅଟକ ଅଛନ୍ତି।

Gateway of India Mumbai: ସନ୍ଦେହଜନକ ଅବସ୍ଥାରେ ଧରାପଡ଼ିଲେ ୩ ଭାରତୀୟ; ଡଙ୍ଗା ନେଇ କୁଏତ ଠାରୁ ଆସିଲେ ଭାରତ

About the Author