Tejas Fighter Jet Crash: ଦୁବାଇରେ କିପରି ଦୁର୍ଘଟଣାଗ୍ରସ୍ତ ହେଲା ଭାରତର ତେଜସ୍ ଯୁଦ୍ଧ ବିମାନ, ଦେଖନ୍ତୁ Video

Dubai Air Show: ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ପାଇଲଟ୍ ଡେଇଁ ପଡ଼ିଥିବା ନଜର ଆସୁନାହିଁ। ବାୟୁସେନା ଏକ ଟ୍ୱିଟ୍ କରି କହିଛି ଯେ ଏହି ଦୁଃଖଦ ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଛି।

Tejas Fighter Jet Crash: ଦୁବାଇରେ କିପରି ଦୁର୍ଘଟଣାଗ୍ରସ୍ତ ହେଲା ଭାରତର ତେଜସ୍ ଯୁଦ୍ଧ ବିମାନ, ଦେଖନ୍ତୁ Video
Image Credit: Tejas fighter jet crash Video

About the Author