Man Drinks Engine Oil: ଖାଦ୍ୟ ନୁହେଁ କେବଳ ଇଞ୍ଜିନ ଅଏଲ ପିଇ ବଞ୍ଚିଛନ୍ତି ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ

Man Drinks Engine Oil: କର୍ଣ୍ଣାଟକରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିଗତ ୩୦ ବର୍ଷ ଧରି ଜଣେ ବ୍ୟକ୍ତି ସାଧାରଣ ଖାଦ୍ୟପେୟ ପରିତ୍ୟାଗ କରି କେବଳ ଇଞ୍ଜିନ ଅଏଲ ପିଇ ବଞ୍ଚୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ତାଙ୍କର ଅନନ୍ୟ ଜୀବନଶୈଳୀ ଆଲୋଚନାର ବିଷୟ ପାଲଟିଛି।

Man Drinks Engine Oil: ଖାଦ୍ୟ ନୁହେଁ କେବଳ ଇଞ୍ଜିନ ଅଏଲ ପିଇ ବଞ୍ଚିଛନ୍ତି ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ
Image Credit: Man Drinks Engine Oil

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More