VK Pandian: ପାଣ୍ଡିଆନଙ୍କୁ ଟାର୍ଗେଟ କରି ବିଜେଡିରୁ ତଡ଼ା ଖାଇଛନ୍ତି କେଉଁ ବଡ଼ ନେତା?

ଏକଦା ନବୀନଙ୍କ ରାଜନୀତିକ ନୋମିନି ଥିବା ପ୍ରଦୀପ ପାଣିଗ୍ରାହୀ ପାଣ୍ଡିଆନ୍ଙ୍କେ ବିରୋଧରେ ସ୍ୱର ଉତ୍ତୋଳନ କଲେ। ବଳିଷ୍ଠ ଯୁକ୍ତି କଲେ। ପାଣ୍ଡିଆନ୍ଙ୍କୁତ ରାସ୍ତା ଘାଟରେ ବିରୋଧ କଲେ। ଏହାର ପରିଣାମ ସ୍ୱରୂପ ବିଜେଡି ତାଙ୍କୁ ୨୯ ନଭେମ୍ବର ୨୦୨୦ରେ ପାର୍ଟିରୁ ବହିଷ୍କାର କରିଦେଲା। ତାଙ୍କ ଝିଅର ବାହାଘର ରୋକିଦେଲେ। ତାଙ୍କ ସମୁଦି ଓ ଜ୍ୟୋଇଁ ହେବାକୁ ଥିବା ବନ୍ଧୁଙ୍କୁ ଗିରଫ କରି ପ୍ରଶାସନ ଜେଲ ହାଜତକୁ ନେଲେ। କିନ୍ତୁ ପରେ ଏସବୁ ରାଜନୀତିକ ଅଭିସନ୍ଧି ବୋଲି ଜଣାପଡ଼ିଲା। ସେମାନେ ମୁକୁଳିଲେ। କିନ୍ତୁ ପ୍ରଦୀପଙ୍କ ପଣରେ ନବୀନଙ୍କ ଗଞ୍ଜାମ ଗଡ଼ ଭାଙ୍ଗିଗଲା।

VK Pandian: ପାଣ୍ଡିଆନଙ୍କୁ ଟାର୍ଗେଟ କରି ବିଜେଡିରୁ ତଡ଼ା ଖାଇଛନ୍ତି କେଉଁ ବଡ଼ ନେତା?

About the Author