ଦୁର୍ଗାପୂଜାରେ ମହିଳାଙ୍କ ସୁରକ୍ଷା ଚିନ୍ତା: ସାଦା ପୋଷାକରେ ମହିଳା ପୁଲିସ, ୬୪ ପ୍ଲାଟୁନ ପୁଲିସ

ରାଜଧାନୀ ସହରରେ ଦୁର୍ଗାପୂଜା ଭିଡ଼ ଦିନକୁ ଦିବଢ଼ିବାରେ ଲାଗିଛି। ସହରର ଗଳିକନ୍ଦିରେ ଗହଳି ବଢ଼ିବା ସହ ରାଜ୍ୟରେ ମୁଖ୍ୟ ରାସ୍ତାରେ ସୁରକ୍ଷା ଚିନ୍ତା ପୁଲିସର ମୁଣ୍ଡବିନ୍ଧାର କାରଣ ହୋଇଚି। ଆଇନଶୃଙ୍ଖଳା ପରିସ୍ଥିତି ଓ ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କେବଳ ଭୁବନେଶ୍ୱରରେ ୬୪ ପ୍ଲାଟୁନ ପୁଲିସବଳ ମୁତ୍ତୟନ କରାଯାଇଥିବା ପୁଲିସ କମିଶନର ଏସ

ଦୁର୍ଗାପୂଜାରେ ମହିଳାଙ୍କ ସୁରକ୍ଷା ଚିନ୍ତା: ସାଦା ପୋଷାକରେ ମହିଳା ପୁଲିସ, ୬୪ ପ୍ଲାଟୁନ ପୁଲିସ
Image Credit: ଭୁବନେଶ୍ୱର-କଟକ ପୁଲିସ କମିଶନର ଏସ୍‍ ଦେବଦତ୍ତ ସିଂହ

About the Author