Gold Rate: ସପ୍ତାହ ଆରମ୍ଭରୁ ସୁନା ଗ୍ରାହକଙ୍କୁ ବଡ଼ ଝଟକା, ଭରି ପିଛା ଏତିକି ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ସୁନା ଗ୍ରାହକଙ୍କୁ ଝଟକା। ସୋମବାର ଦିନ ଆରମ୍ଭୁ ସୁନା ଦରରେ ବୃହତ ବୃଦ୍ଧି ଦେଖିବାକୁ ମିଳିଛି। ସେପଟେ କିନ୍ତୁ ଉଭୟ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ ଭରି ପିଛା ମୂଲ୍ୟ ଏକ ଲକ୍ଷ ଛୁଇଁଛି। ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ମୂଲ୍ୟ ୭୦ ହଜାର ଡେଇଁଛି। ବୁଲିଅନ ବଜାରର ସ

Gold Rate: ସପ୍ତାହ ଆରମ୍ଭରୁ ସୁନା ଗ୍ରାହକଙ୍କୁ ବଡ଼ ଝଟକା, ଭରି ପିଛା ଏତିକି ଟଙ୍କା ବୃଦ୍ଧି

About the Author