Top 10 News Headlines: ସୁଭଦ୍ରା ତାରିଖ ଘୁଞ୍ଚିଲା ଏବଂ ଅନ୍ୟ ମୁଖ୍ୟ ଖବର
ଗାଜାରେ ଶାନ୍ତିସ୍ତାପନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସ୍ତାବିତ ‘ବୋର୍ଡ ଅଫ୍ ପିସ୍’ରେ ସଦସ୍ୟ ଭାବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିକୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର ସୋଶାଲ୍ ମିଡିଆରେ ପୋଷ୍
Published: Jan 19, 2026, 08:07 AM IST|Updated: Jan 19, 2026, 08:07 AM IST