Top 10 Zee News Odisha Headlines: ବଦଳୁଛି ନିଯୁକ୍ତି ନିୟମ, ଭାରତରେ ଇଥିଓପିଆ ଧୂଆ ଓ ଅନ୍ୟ ବଡ଼ ଖବର
ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଗ୍ରାଜୁଏଟ୍ ଲେଭେଲ୍ ପରୀକ୍ଷା ଆଉ ଯୁକ୍ତ ଦୁଇ ସ୍ତରରର ପରୀକ୍ଷାରେ ପରିବର୍ତ୍ତନ ହୋଇଚି। ଏହି ଦୁଇ ପରୀକ୍ଷା ଷ୍ଟାଫ୍ ସିଲେକ୍ସନ୍ କମିଶନ ଦ୍ୱାରା ପରିଚାଳନା କରାଯାଇ ଆସୁଛି। ଏବେ କମିଶନ ବର୍ଷକୁ ଥରେ ନୁହେଁ ଆବଶ୍ୟକ ହେଲେ ବର୍ଷକୁ ୨ଥର କମ୍ବାଇନ୍ଡ ଗ୍ରୁଜୁଏଟ ଲେଭେଲ
Published: Nov 25, 2025, 08:08 AM IST|Updated: Nov 25, 2025, 08:08 AM IST