ଆଜି ଭସାଣୀ ପାଇଁ ପୁଲିସର ବ୍ୟାପକ କଟକଣା ଏବଂ ସକାଳର ଟପ୍‍ ୧୦ ହେଡ୍‍ଲାଇନ୍ସ

ଆଜି ଦର୍ଗାପୂଜା ଉତ୍ସବର ଶେଷ ଦିନ। ଆବାହନ କରାଯାଇଥିବା ମୃଣ୍ମୟୀ ପ୍ରତିମାଙ୍କୁ ବିଦାୟ ଦେବେ ରାଜ୍ୟବାସୀ। ଏଥିଲାଗି ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଭସାଣୀ ଉତ୍ସବ ଆୟୋଜନ କରାଯାଇଛି। ବିଶେଷକରି କଟକ ଓ ଭୁବନେଶ୍ୱରରେ ଅତ୍ୟଧିକ ଗହଳି, ପ୍ରଦୂଷଣ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

 ଆଜି ଭସାଣୀ ପାଇଁ ପୁଲିସର ବ୍ୟାପକ କଟକଣା ଏବଂ ସକାଳର ଟପ୍‍ ୧୦ ହେଡ୍‍ଲାଇନ୍ସ

About the Author