India Pakistan Tension: ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ତୁର୍କୀ ରଚୁଛି କି ଷଡ଼ଯନ୍ତ୍ର? କରାଚୀକୁ ପଠାଇଲା ନିଜ ଯୁଦ୍ଧଜାହାଜ

India Pakistan Tension: କିସ୍ତାନ ନୌସେନା ରବିବାର କହିଛି ଯେ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସହଯୋଗକୁ ମଜବୁତ କରିବା ପାଇଁ ଏକ ତୁର୍କୀ ନୌସେନା ଜାହାଜ TCG Buyukada ପାକିସ୍ତାନରେ ପହଞ୍ଚିଛି।

India Pakistan Tension: ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ତୁର୍କୀ ରଚୁଛି କି ଷଡ଼ଯନ୍ତ୍ର? କରାଚୀକୁ ପଠାଇଲା ନିଜ ଯୁଦ୍ଧଜାହାଜ
Image Credit: Turkish warship

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments