Vande Bharat Sleeper: ଟିକେଟ୍ କ୍ୟାନସଲ କରିବ ତ ବୁଡ଼ିଯିବ ପୂରା ଟଙ୍କା !ରେଲୱେ ବନ୍ଦ କରିଲା କି ଏହି ସୁବିଧା ?

Vande Bharat Sleeper: ବନ୍ଦେ ଭାରତ ଏକ୍ସପ୍ରେସ୍ ସ୍ଲିପର୍ ଟ୍ରେନ୍ ସେବା ଆରମ୍ଭ ହୋଇଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଓ୍ବଡା ଓ କାମାକ୍ଷା ମଧ୍ୟରେ ଚାଲୁଥିବା ଏହି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏ-ହି ଟ୍ରେନ୍ ଗୁଡିକ ସାଧାରଣ ଟ୍ରେନ୍ ଅପେକ୍ଷା ଟିକେ ଭିନ୍ନ। ହେଲେ, ଯଦି ଆପଣ ଏହି ଟ୍ରେନ୍ ରେ ଯାତ୍ରା କରିବା ପାଇଁ ଚାହୁଁଛନ୍ତି। ତେବେ, ଆସନ୍ତୁ ଜାଣିବା ଏହି ଟ୍ରେନ ରେ ଯଦି ଟିକେଟ୍ କ୍ୟାନସଲ୍ କରାଯାଏ।ତେବେ, ଆପଣଙ୍କୁ ପୂରା ଟିକେଟ୍ ର ପଇସା ମିଳିବ କି ନାହିଁ । ଆସନ୍ତୁ ଜାଣିବା....

Vande Bharat Sleeper: ଟିକେଟ୍ କ୍ୟାନସଲ କରିବ ତ ବୁଡ଼ିଯିବ ପୂରା ଟଙ୍କା !ରେଲୱେ ବନ୍ଦ କରିଲା କି ଏହି ସୁବିଧା ?

About the Author