ITR Filing Deadline 2025: ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ କେତେ? ବିଳମ୍ବ ହେଲେ ଜରିମାନା !

ITR 2025 Filing Last Date: CBDT ଦ୍ୱାରା ITR ଫାଇଲିଂର ଶେଷ ତାରିଖ ୩୧ ଜୁଲାଇ ୨୦୨୫ ରୁ ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପର୍ଯ୍ୟନ୍ତ ଆୟକର ବିଭାଗ ଅଧିକ ବୃଦ୍ଧି କରିବା ପାଇଁ କୌଣସି ସୂଚନା ଦେଇନାହିଁ।

ITR Filing Deadline 2025: ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ କେତେ? ବିଳମ୍ବ ହେଲେ ଜରିମାନା !

About the Author