କାହିଁକି ଦୁର୍ବଳ ହୋଇଗଲା ‘ମୋନ୍ଥା’

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ବାତ୍ୟା ‘ମୋନ୍ଥା’ କାହିଁକି ହଠାତ୍‍ ଦୁର୍ବଳ ହୋଇଗଲା? କାହିଁକି ଏହା ଓଡ଼ିଶା ଉପକୂଳର କୌଣସି କ୍ଷତି କରିଲା ନାହିଁ ଅଥବା କ’ଣ ପାଇଁ ରାଜ୍ୟରେ ଆଶଙ୍କିତ ବର୍ଷା ବି ହେଲା ନାହିଁ?

କାହିଁକି ଦୁର୍ବଳ ହୋଇଗଲା ‘ମୋନ୍ଥା’

About the Author