Savitri Vrata: ଜାଣନ୍ତୁ କାହିଁକି ପାଳନ କରାଯାଏ ସାବିତ୍ରୀ ବ୍ରତ ?

Savitri Vrata: ସ୍ୱାମୀଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ମହିଳା ମାନେ ଏହି ବ୍ରତ ପାଳନ କରିଥାନ୍ତି । ଓଡ଼ିଶା ଏବଂ ଭାରତ ସମେତ ଅନ୍ୟ କିଛି ସ୍ଥାନରେ ସଧବା ମାନେ ଏହି ପର୍ବ ପାଳନ କରିଥାନ୍ତି ।ଏହି ପ ନର୍ବଟି ସାଧାରଣତଃ ମେ ରୁ ଜୁନ ମାସ ଭିତରେ ପଡ଼ିଥାଏ।ଏହି ସାବିତ୍ରୀ ମାସରେ ଗାଁ ଠୁ ସହର ଫଳ ବେଶ୍ ଚଳଚଞ୍ଚଳ ରହିଥାଏ।ସାବିତ୍ରୀ ପୂଜା ପାଇଁ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଦେଖିବା ପାଇଁ ମିଳିଥାଏ।

Savitri Vrata: ଜାଣନ୍ତୁ କାହିଁକି ପାଳନ କରାଯାଏ ସାବିତ୍ରୀ ବ୍ରତ ?

About the Author