୨୭ରୁ ଶୀତକାଳୀନ ଅଧିବେଶନ, ରାଷ୍ଟ୍ରପତିଙ୍କ ସମ୍ବୋଧନ ସମ୍ଭାବନା

ଆସନ୍ତା ୨୭ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇପାରେ। ଏ ନେଇ ରାଜ୍ୟ ବିଧାନସଭା ପକ୍ଷରୁ ରାଜ୍ୟପାଳଙ୍କ ଅନୁମୋଦନ ମଗାଯାଇଥିବା ସୂଚନା ମିଳିଛି। ଏହି ଅଧିବେଶନରେରେ ରାଜ୍ୟର ସମସ୍ତ ବିଧାୟକଙ୍କୁ ସମ୍ବୋଧନ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କର

୨୭ରୁ ଶୀତକାଳୀନ ଅଧିବେଶନ, ରାଷ୍ଟ୍ରପତିଙ୍କ ସମ୍ବୋଧନ ସମ୍ଭାବନା

About the Author