X Down: ସୋସିଆଲ ମିଡିଆ ପ୍ଲାଟଫର୍ମ X ହେଲା ଡାଉନ୍, ଟେନସନରେ ୟୁଜର୍ସ

X Down: ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା) ବର୍ତ୍ତମାନ ଭାରତରେ ଡାଉନ ହୋଇଛି। ହଜାର ହଜାର ବ୍ୟବହାରକାରୀ ଆଉଟେଜ୍ ଟ୍ରାକିଂ ସାଇଟ୍, ଡାଉନଡିଟେକ୍ଟରରେ X ସହିତ ସମସ୍ୟା ରିପୋର୍ଟ କରୁଛନ୍ତି।

X Down: ସୋସିଆଲ ମିଡିଆ ପ୍ଲାଟଫର୍ମ X ହେଲା ଡାଉନ୍, ଟେନସନରେ ୟୁଜର୍ସ
Image Credit: X Down

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More