Zubeen Garg Death Case: ଜୁବିନ୍ ଗର୍ଗଙ୍କ ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ଆସାମ DSP ଗିରଫ୍

Zubeen Garg Death Case: ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ମାମଲାରେ ଏହା ପଞ୍ଚମ ଗିରଫଦାରୀ। ସନ୍ଦିପନ ମଧ୍ୟ ଜୁବିନ୍‌ଙ୍କ ସହିତ ସିଙ୍ଗାପୁର ଯାଇଥିଲେ, ଯାହା ତାଙ୍କର ପ୍ରଥମ ବିଦେଶ ଯାତ୍ରା ଥିଲା। ସେ ୟାକ୍ଟ ପାର୍ଟିରେ ମଧ୍ୟ ଉପସ୍ଥିତ ଥିଲେ ଏବଂ ଘଟଣା ପରେ ଜୁବିନ୍‌ଙ୍କ ଜିନିଷପତ୍ର ଭାରତ ଆଣିଥିଲେ ବୋଲି ଅଧିକାରୀମାନେ କହିଛନ୍ତି।

Zubeen Garg Death Case: ଜୁବିନ୍ ଗର୍ଗଙ୍କ ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ଆସାମ DSP ଗିରଫ୍
Image Credit: Zubeen Garg Death Case

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More