Advertisement
Videos Details/odisha/zeeodisha2802165
Video ThumbnailPlay icon

Weather Report: ଆସନ୍ତାକାଲିଠାରୁ ୧୮ ତାରିଖ ଯାଏଁ ପ୍ରବଳ ବର୍ଷିବ, ପାଗ ରହିବ କୋହଲା ଓ ଥଣ୍ଡା

Weather Report: ଆଜିଠୁ ବଢିବ ମୌସୁମି ଜନିତ ବର୍ଷାର ପରିମାଣ । ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ରହିଛି । ତେବେ ୧୮ ତାରିଖ ବେଳକୁ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ମସୁମୀକୁ ସକ୍ରିୟ କରିବାରେ ସହାୟତା କରିବ । ଫଳରେ ବର୍ଷାରୁ ନିସ୍ତାର ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୨୦ ତାରିଖ ଯାଏ ରାଜ୍ୟରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଆଜି ମଧ୍ୟ ନବରଙ୍ଗପୁର,କନ୍ଧମାଳ, କଳାହାଣ୍ତି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି I
Weather Report: ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Play icon03:36
Sura Routray: ଲେଖାଶ୍ରୀଙ୍କ ଉପରେ ବିଜେପି ବିଧାୟକଙ୍କ ଅପ୍ରିତିକର ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ସୁର
Play icon01:18
Bahuda Yatra: ଆଜି ପବିତ୍ର ବାହୁଡ଼ା ଯାତ୍ରା, ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂରତି
Play icon02:01
Bahuda Yatra 2025: ବାହୁଡ଼ା ଯାତ୍ରା,ଚାଲିଛି ପହଣ୍ଡି ବିଜେ ନୀତି
Play icon00:34
Bahuda Yatra 2025:  ଆଜି ରତ୍ନବେଦୀକୁ ବାହୁଡ଼ିବେ ଚକାଡୋଳା, ଶୁଣନ୍ତୁ କ'ଣ କହୁଛନ୍ତି..
Play icon03:23
Odisha CM: ରତ୍ନବେଦୀକୁ ଲେଉଟିବେ ଚତୁର୍ଦ୍ଧା ମୂର୍ତ୍ତି, ସୁରକ୍ଷାଠୁ ନେଇ ପ୍ରସ୍ତୁତି ବିଷୟରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
Play icon18:41
Hirakud Dam Open: ୬ ତାରିଖ ରବିବାର ଦିନ ୧୦ଟା ବେଳେ ଛଡ଼ାଯିବ ହୀରାକୁଦ ଜଳଭଣ୍ଡାରରୁ ବର୍ଷର ପ୍ରଥମ ବନ୍ୟାଜଳ
Play icon02:55
Chit Fund Depositors: ଖୁବଶୀଘ୍ର ଟଙ୍କା ଫେରିପାଇବେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ, ସମସ୍ତ ଜମାକାରୀଙ୍କୁ ମିଳିବ ଟଙ୍କା
Play icon09:54
Bull Attack: ଦେଖୁ ଦେଖୁ ଷଣ୍ଢ ଆକ୍ରମଣ, ଭାଇରାଲ ହେଉଛି ଭିଡିଓ
Play icon01:49
Sri Jagannath: ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ସଂଗ୍ରହାଳୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Play icon01:24
Traffic Advisory: ବାହୁଡ଼ା ଯାତ୍ରା ସମୟରେ ଟ୍ରାଫିକ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ଭିଡିଓ ଜରିଆରେ ସୂଚନା ପ୍ରଦାନ କରିଛି ପୁରୀ ପୋଲିସ
Play icon02:26
Viral Video: ଭାଇରାଲ ହେଲା ଅଭିନେତ୍ରୀ ଅରୁନ୍ଧତୀ ଦେବିକାଙ୍କ ଏହି ଭିଡିଓ...
Play icon00:56
Pm Modi In Ghana: ଘାନାରେ ପ୍ରଧାନମନ୍ତ୍ରୀ ମୋଦୀ
Play icon00:25
Weather Report: ଜୁଲାଇ ୪ ତାରିଖ ଯାଏଁ ପ୍ରବଳ ବର୍ଷା...୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
Play icon04:00
Viral Video: ଅଭିନେତ୍ରୀ ନିକିତା ମିଶ୍ରଙ୍କ ସହ ଭାଇରାଲ ହେଲା ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ଏହି ଭିଡିଓ...
Play icon00:35
Brijesh Solanki Video: କୁକୁର କାମୁଡ଼ା ଯୋଗୁଁ ଜଣେ ଭାରତୀୟ ଖେଳାଳିଙ୍କ ଅକାଳ ବିୟୋଗ, ଭିଡିଓ ହେଲା ଭାଇରାଲ
Play icon01:02
Rath Yatra: ରଥଯାତ୍ରାରୁ ଆସିଲା ଆଉ ଏକ ଛାତି ଥରାଇବା ଭଳି ଭିଡ଼ିଓ
Play icon02:10
Weather Report: ଘଡ଼ଘଡ଼ି ପବନ ସହ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ...
Play icon03:53
 ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା, ମୁହଁ ଖୋଲିଲେ OAS ଅଫିସର୍ ଆସୋସିଏସନର ସଭାପତି
Play icon07:11
Crime Video: ଗଞ୍ଜାମ ଜିଲ୍ଲାରେ ପୁଣି ଗଡିଲା ମୁଣ୍ଡ! ପାରିବାରିକ କଳହରୁ ଆଉ ଏକ ହତ୍ୟାକାଣ୍ଡ, ଦେଖନ୍ତୁ ଏହି ଭିଡିଓ...
Play icon01:01
Viral Video: ବିଏମସି ଅତିରିକ୍ତ କମିଶନରଙ୍କୁ ଗୁଡ଼େଇ ତୁଡ଼େଇ ମାଡ଼, ଭାଇରାଲ ହେଉଛି ଭିଡିଓ...
Play icon00:28
Viral Video: ଅଭିନେତା ଦୀପକଙ୍କ ସହ ଭାଇରାଲ ହେଲା ଅଭିନେତ୍ରୀ ରିୟା ଦେ' ଙ୍କ ଏହି ଭିଡିଓ...
Play icon00:48
Viral Video: ଛକା ମାରିବା ପରେ ପଡ଼ିଆରେ କ୍ରିକେଟରଙ୍କୁ ଆସିଲା ହାର୍ଟ ଆଟାକ୍; ଘଟଣାସ୍ଥଳରେ ମୃତ୍ୟୁ, ଭିଡିଓ ଭାଇରାଲ୍
Play icon01:04
EX Cm Reaction: ଶରଧାବାଲିରେ ୩ ମୃତ୍ୟୁ ଘଟଣା,ମୃତକଙ୍କ ପରିବାର ସହ କଥା ହେଲେ ନବୀନ
Play icon01:17
Law Minister: ଶରଧାବାଲିରେ ୩ ମୃତ୍ୟୁ ଘଟଣା...ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Play icon03:31
ରଥଯାତ୍ରା ସମୟରେ ନଜର ଆସିଲେ ପେହଲଗାମ ଆତଙ୍କୀଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗରେ ଚର୍ଚ୍ଚାରେ ଥିବା ଏହି ଯୁବତୀ
Play icon00:17
Rath yatra 2025: ପୁରୀ ଦଳାଚକଟା ସମୟର ଭିଡିଓ ଭାଇରାଲ
Play icon00:24
Rath yatra 2025: କାନ୍ଦ ବୋବାଳିରେ ଫାଟୁଛି ଡାକ୍ତରଖାନା, ଠେଲାପେଲାରେ ଗଲା ୩ ଜୀବନ
Play icon00:21
Viral Video: ୮ ମାସର ଗର୍ଭବତୀ ନିଜ ପେଟରେ ଆଙ୍କିଲେ ଜଗନ୍ନାଥଙ୍କ ମୁହଁ...ଭିଡିଓ ହେଲା ଭାଇରାଲ
Play icon01:12
Weather Report: ଆସୁଛି ୨ଟି ଲଘୁଚାପ! ଜୁଲାଇ ୪ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା
Play icon03:19
Advertisement
;