Advertisement
Videos Details/odisha/zeeodisha2760733
Video ThumbnailPlay icon

Weather Report: ୧୮ ତାରିଖ ପର୍ଯ୍ୟନ୍ତ ଓଡି଼ଶାର ବିଭିନ୍ନ ଜିଲ୍ଲା ଗୁଡିକରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

Weather Report: ବର୍ଷା ଆଣିପାରେ ଆଶ୍ବସ୍ତି । ୧୮ ତାରିଖ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲା ଗୁଡିକରେ ବିଜୁଳି ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ସମୁଦ୍ର ପତନ ଠାରୁ ୯ କିଲୋମିଟର ଉଚ୍ଚରେ ଏକ ଟ୍ରପ ଲାଇନ ରହିଥିବାରୁ ଏହାର ପ୍ରଭାବରେ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାକ କେନ୍ଦ୍ର । ଏହାସହ ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ମୟୁରଭଞ୍ଜ ଓ କେନ୍ଦୁଝର ଏହି ୧୨ ଜିଲ୍ଲାକୁକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
Arun Sahu Reaction: ମେଟ୍ରୋ ପ୍ରୋଜେକ୍ଟ ଆଙ୍କୁ ପାଗଳ କଲାଣି...କାରଣ ଗୁଡ଼ିକ ଗଣେଇ ଦେଲେ ବିଧାୟକ
Play icon03:27
Video: ଯାତ୍ରା ଅଭିନେତ୍ରୀ ରାଧା ପଣ୍ଡାଙ୍କ ୧୪ ସେକେଣ୍ଡ ଭିଡିଓ ଭାଇରାଲ୍
Play icon00:14
Actress Elli Padhi: ସ୍ଲିଭ ଲେସ୍ ଟପ୍ସରେ ଶାନଦାର ଲୁକ୍ ରେ ନଜର ଆସିଲେ ଅଭିନେତ୍ରୀ ଏଲି ପାଢୀ
Play icon01:09
Puri Bobby Allegation: 'ପୁରୀ ପରିକ୍ରମା ପ୍ରକଳ୍ପରୁ ମୂଲ୍ୟବାନ ପଥର ନେଇ ବବି ଦାସ ନିଜେ ଘର ତିଆରି କରିଛନ୍ତି'
Play icon01:49
Video: ଯାତ୍ରା ମଞ୍ଚରେ ଚଢିଲା ଷଣ୍ଢ, ଆଉ ତାପରେ... ଦେଖନ୍ତୁ ଭିଡିଓ
Play icon00:19
Odisha Cabinet: ରାଜ୍ୟ କ୍ୟାବିନେଟ୍‌ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ, ମୋଟ୍‌ ୧୧ ପ୍ରସ୍ତାବ ଉପରେ ମୋହର
Play icon10:40
Viral Video: ଜଙ୍ଗଲିଆ ରାସ୍ତାରୁ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ ପାୟଲଙ୍କ ଏହି ଭିଡିଓ,ଦେଖନ୍ତୁ
Play icon00:47
Maa Tarini Temple: ଚଇତି ପର୍ବ, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ନଡ଼ିଆ ରାଣୀ ମା ତାରିଣୀ
Play icon02:08
Accident Video: ଭିଣୋଇକୁ ବୁଲାଇବାକୁ ନେଇ ପାଣିରେ ବୁଡି ଚାଲିଗଲା ଶଳାଙ୍କ ଜୀବନ, ଦେଖନ୍ତୁ ଏହି ଭିଡିଓ...
Play icon00:48
Lipi Mohapatra Video: କାହାକୁ ଭଲ ପାଇ ବସିଲେ ଅଭିନେତ୍ରୀ ଲିପି...ଭିଡିଓ ସେୟାର କରି କହିଲେ...
Play icon01:00
Shocking Video: ପୁରୀରୁ ମିଳିଲା ଅଜଣା ଯୁବକର ମୃତଦେହ, ଦେଖନ୍ତୁ ଏହି ଭିଡିଓ...
Play icon00:52
Viral Video: ଭାଇରାଲ ହେଲା ଅଭିନେତ୍ରୀ ରିୟା ଦେ' ଙ୍କ ଏହି ଭିଡିଓ...
Play icon00:29
Sonali Panda: ପୁଣି ଥରେ ସପିଂ ମଲରୁ କାହା ସହ ଭାଇରାଲ ହେଲା ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ଭିଡିଓ
Play icon00:59
Prakruti Mishra: ତାମିଲର ଏକ ସୁନ୍ଦର ଗୀତ ଗାଇ ବେଶ୍ ଚର୍ଚ୍ଚାରେ ଏବେ ଅଭିନେତ୍ରୀ ପ୍ରକୃତି ମିଶ୍ର
Play icon00:54
Actress Debasmita Panda Video: ଭାଇରାଲ ହେଲା ଅଭିନେତ୍ରୀ ଦେବସ୍ମିତା ପଣ୍ଡାଙ୍କ ଏହି ଭିଡିଓ...
Play icon00:23
Aseema Panda Video: କାହାର ରାଣୀ ସାଜିବେ କଣ୍ଠଶିଳ୍ପୀ ଅସୀମା ପଣ୍ତା, ଦେଖନ୍ତୁ ଏହି ଭିଡିଓ...
Play icon01:00
Viral Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ମିଠିଙ୍କ ଏହି ଭିଡିଓ...
Play icon01:16
Video: ଅଭିନେତ୍ରୀ ନେହା ନାଗେଶ୍ୱରୀଙ୍କ ଆଖିରେ ଲୁହ, ଭିଡିଓ ଭାଇରାଲ୍
Play icon00:34
Video: ଯାତ୍ରା ସୂର୍ଯ୍ୟମନ୍ଦିର ମଞ୍ଚରେ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀ, ଭିଡିଓ ଭାଇରାଲ୍
Play icon00:46
Bidusmita Viral Video: ଛୋଟ ଛୁଆଙ୍କ ସହ ଏପରି ଭିଡିଓ ଛାଡ଼ିଲେ ଅଭିନେତ୍ରୀ ବିଦୁସ୍ମିତା ଦାଶ...
Play icon01:21
Viral Video: ଭାଇରାଲ୍ ହେଲା ପ୍ରକୃତି ମିଶ୍ରଙ୍କ ଏହି ଭିଡିଓ, ଦେଖନ୍ତୁ କେମିତି ସେ...
Play icon00:45
Video: ଓଲିଉଡ ଅଭିନେତ୍ରୀ ଦିବ୍ୟାଙ୍କ ୧୭ ସେକେଣ୍ଡର ଭିଡିଓ ଭାଇରାଲ୍
Play icon00:17
Accident Video: ଟ୍ରାକ୍ଟର-ମୋଟରସାଇକେଲ ଧକ୍କା: ୨ ମୃତ, ୧ ଗୁରୁତର, ଦେଖନ୍ତୁ ଏହି ଭିଡିଓ...
Play icon01:23
Viral Video: ଭାଇରାଲ ହେଲା ଅଭିନେତ୍ରୀ ରିୟା ଦେ' ଙ୍କ ଏହି ଭିଡିଓ...
Play icon00:20
Video: ଏହି ଯୁବତୀଙ୍କ ସହ ଯାତ୍ରା ଅଭିନେତା ସାଇ ସତ୍ୟଜିତ, ଭିଡିଓ ଭାଇରାଲ୍
Play icon00:34
Sonali Panda: କାର୍ ଭିତରୁ ପୁଣିଥରେ ଭାଇରାଲ ହେଲା ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ଏହି ଖାସ୍ ଭିଡିଓ
Play icon01:00
Varsha Priyadarshini: ଭାଇରାଲ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ସୁନ୍ଦର ଓ ନୂଆ ଭିଡିଓ
Play icon01:05
Lipi Mohapatra Stunning Look: ରାସ୍ତାରୁ ଭାଇରାଲ ହେଲା ଲିପିଙ୍କ ଷ୍ଟନିଂ ଲୁକ୍, ଫ୍ୟାନ୍ସ ଦେଖି ହେଲେ ପାଗଳ
Play icon01:09
Aseema Panda Video: ମା ହିଙ୍ଗୁଳାଙ୍କ ଗୀତ ଗାଇ ଏବେ ଚର୍ଚ୍ଚାରେ ଗାୟିକା ଅସୀମା, ଦେଖନ୍ତୁ ଭିଡିଓ
Play icon00:57
Video: ରାସ୍ତାରେ ବାଇକ୍ ଷ୍ଟଣ୍ଟ ଦେଖାଇବା ମହଙ୍ଗା ପଡିଲା, ଯୁବକ...
Play icon00:32
Advertisement