ନ୍ୟାୟ ପାଇଁ ୨୦ବର୍ଷର ଅପେକ୍ଷା ! ତଥାପି ରୁକସାନାଙ୍କୁ ମିଳିନି ନ୍ୟାୟ ପିତାଙ୍କୁ ହତ୍ୟା କରାଯାଇଥିବା ଦୁଃଖର ବୋଝକୁ ଛାତିରେ ଚାପିଧରି ଜିଇଁଛନ୍ତି ୨୦ ବର୍ଷ ୧୯୯୯ ମସିହାରୁ ୨୦୧୯ର ଲମ୍ବାରାସ୍ତା ଦେଢ଼ବର୍ଷର ଶିଶୁ ଆଜି ୨୧ ବର୍ଷର ଯୁବତୀ ତରୁଣୀ ମା' ଆଜି ବାର୍ଦ୍ଧକ୍ୟ କବଳରେ କିଏ ହତ୍ୟାକଲା ରୁକସାନାଙ୍କ ପିତାଙ୍କୁ ? ହତ୍ୟା ପଛରେ ଛପିଥିଲା କି କିଛି ରହସ୍ୟ ? ରୁକସାନାଙ୍କ ପିତାଙ୍କ ହତ୍ୟାକାରୀମାନେ କ'ଣ ପ୍ରଭାବଶାଳୀ ? ଅପରାଧୀଙ୍କୁ ଗିରଫ କରିବାକୁ ପୋଲିସ ଉପରେ କ'ଣ ରାଜନୈତିକ ଚାପ ? ରୁକସାନାଙ୍କ ଜନ୍ମ ପଛର ରହସ୍ୟ କ'ଣ ? କିଏ ଏହି ରୁକସାନା ବାନୋ ? କେଉଁଠି ରୁକସାନାଙ୍କ ଘର ? କାହିଁକି ସେ ହେଉଛନ୍ତି ବାରଦ୍ୱାର ? କାହିଁକି ଓଡ଼ିଶାରୁ ରାଜଧାନୀ ଦିଲ୍ଲୀକୁ ରେସ ? ZEE Odisha is 24x7 Odia news chann