Published: Sep 02, 2025, 07:26 PM IST|Updated: Sep 02, 2025, 07:26 PM IST
Weather Report: ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼। ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ୪ଟି ନଦୀରେ ଜଳସ୍ତର ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବୈତରଣୀ, ବୁଢାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖା। ସତର୍କ ସଙ୍କେତ ଉପରକୁ ଯିବ ନଦୀ ଜଳସ୍ତର। ସୁବର୍ଣ୍ଣରେଖାରେ ୨୦.୯୭ ମିମି ବର୍ଷା। ବୁଢାବଳଙ୍ଗରେ ୪୩.୦୭ ମିମିର ବର୍ଷା। ବୈତରଣଭୀରେ ୩୦.୬୫ ମିମି ବର୍ଷା। କୌଣସି ନଦୀରେ ଏବେ ବନ୍ୟା ନାହିଁ। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କର ସୂଚନା ରହିଛି।