Advertisement
Videos Details/odisha/zeeodisha2630564
Video ThumbnailPlay icon

Weather Report: ରାଜ୍ୟରେ ଉପରମୁହାଁ ପାରଦ, ପାରା ଟପିଲାଣି ୩୫ ଡିଗ୍ରୀ

Weather Report: ରାଜ୍ୟରେ ଉପରମୁହାଁ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩୫ ଡିଗ୍ରୀ ପାର କଲା ଦିନର ତାତି । ସର୍ବାଧିକ ତାପମାତ୍ରା ଛୁଇଁପାରେ ୩୮ଡିଗ୍ରୀ । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମେଘମୁକ୍ତ ଆକାଶ ସହ ଖରାପାଇଁ ତାତି ବୃଦ୍ଧି ପାଉଛି। ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାତି ବୃଦ୍ଧି ପାଇଁ ୟେଲୋ ମାର୍କ ଦିଆଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାତି ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବିଶେଷ କରି ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର,କଳାହାଣ୍ଡି, ଗଜପତି, ନୂଆପଡା, ଅନୁଗୁଳରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇବ।
Video: ଆଲୋ ମୋ ରିବନ ଫିତା ଗୀତରେ ଏମିତି ଠୁମକା ଲଗାଇଲେ ଗାୟିକା ଅସୀମା ପଣ୍ଡା
Play icon01:00
Humane Sagar Mother: ହ୍ୟୁମାନ ସାଗରଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍ଗୀନ...ଏକାଧିକ ଅଙ୍ଗ ଅଚଳ, କାନ୍ଦି କାନ୍ଦି ସାହାଯ୍ୟ ମାଗିଲେ ମା
Play icon02:58
Aseema Panda Dance: ଷ୍ଟେଜ୍ ଉପରୁ ପୁଣି ଭାଇରାଲ ହେଲା ଗାୟିକା ଅସୀମା ପଣ୍ଡାଙ୍କ ଏହି ଭିଡିଓ...ଦେଖିଛନ୍ତି କି?
Play icon00:41
Sonali Panda Video: ଯାତ୍ରା ଷ୍ଟେଜ ପଛପଟୁ ଭାଇରାଲ ହେଲା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ସହ ପିୟୁଷଙ୍କ ଏହି ଭିଡିଓ
Play icon00:40
Odia Anchor Subham: ଜୀବନସାଥୀ ବାଛିଲେ ଚର୍ଚ୍ଚିତ ଆଙ୍କର ଶୁଭମ...ଭାଇରାଲ ହେଲା ରିଂ ସେରିମନି ଭିଡିଓ
Play icon01:01
Humane Sagar Video: ଗାୟକ ହ୍ୟୁମାନ ସାଗରଙ୍କ ସ୍ଵାସ୍ଥ୍ୟାବସ୍ଥା ଅତି ଜଟିଳ...ଭାଇରାଲ ହେଉଛି ପୁରୁଣା ଭିଡିଓ
Play icon00:45
Girija Oak Video: ନିଜର ଏଆଇ-ମର୍ଫଡ୍ ଫଟୋ ଭାଇରାଲ୍ ନେଇ ଟେନସନର ଗିରିଜା ଓକ୍, ଦେଲେ ଏହି ଭିଡି଼ଓ ବାର୍ତ୍ତା
Play icon04:11
Video: ମ୍ୟୁଜିକ ଭିଡିଓ ଅଭିନେତ୍ରୀ ନିକିତା ମିଶ୍ରଙ୍କ ଭିଡିଓ ଭାଇରାଲ୍
Play icon00:28
Video: ବାଲିଯାତ୍ରା ପଠାରୁ ଭାଇରାଲ୍ ହେଲା ଓଲିଉଡ ହିରୋ ସବ୍ୟଙ୍କ ଭିଡିଓ
Play icon00:29
Video: ଆସନ୍ତା ୨ ଦିନରେ ଖସିବ ତାପମାତ୍ରା, ଜାଣନ୍ତୁ ପାଣିପାଗ ଅପଡେଟ୍
Play icon01:12
Aseema Panda: ହୋଟେଲ ରୁମ ଭିତରୁ ଭାଇରାଲ ହେଲା ଗାୟିକା ଅସୀମା ପଣ୍ଡାଙ୍କ ଭିଡିଓ
Play icon00:43
Sonali Panda: ପୁଣି କାନ୍ଦି କାନ୍ଦି ଭିଡିଓ ସେୟାର କଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା...ଭିଡିଓ ଭାଇରାଲ
Play icon01:00
Anganwadi Didi: ପ୍ରେମ ପାଇଁ ବିଦା ହେଲେ ଅଙ୍ଗନବାଡ଼ି ଦିଦି...ରୁମ୍ ଭିତରୁ ଘୋଷାଡ଼ି ଆଣିଲେ ଗାଁ ମହିଳା
Play icon01:35
Naveen Song: ଶାଳୀନତା ଭୁଲୁଛନ୍ତି କି ବିଧାୟକଙ୍କ ସହ ଦଳୀୟ ନେତା, ଷ୍ଟେଜରେ ଗାଇଲେ ଛି ଛି ଛିରେ ନବୀନ ଛି
Play icon01:25
Video: ଗାୟକ ମଣ୍ଟୁ ଛୁରିଆଙ୍କ ସହ ଅଭିନେତ୍ରୀ ଏଲିନା, ଭିଡିଓ ଭାଇରାଲ୍
Play icon00:56
Varsha Priyadarshini: ବେକରେ ଫୁଲମାଳ ସହ ଯାତ୍ରା ଅଭିନେତା ପିୟୁଷଙ୍କ ସହ ବର୍ଷା ଆସିଲେ ନଜର
Play icon01:09
Actress Debasmita Panda Video: ଅଭିନେତା ନିଶିଙ୍କ ସହ ଭାଇରାଲ ହେଲା ଅଭିନେତ୍ରୀ ଦେବସ୍ମିତା ପଣ୍ଡାଙ୍କ ଏହି ଭିଡିଓ...
Play icon00:58
Accident Video: ସାଲୁର ଘାଟିରେ ହୁ ହୁ ହୋଇ ଜଳିଗଲା OSRTC ବସ୍, ଦେଖନ୍ତୁ ଏହି ଭିଡିଓ...
Play icon01:14
Viral Video: ଅଭିନେତ୍ରୀ ଈଶ୍ୱରୀ ପଣ୍ଡାଙ୍କର ଆଉ ଏକ ଭିଡିଓ ହେଲା ଭାଇରାଲ
Play icon00:18
Actor Debi ratha death: ଯାତ୍ରା ଅଭିନେତା ଦେବି ରଥଙ୍କ ମୃତ୍ୟୁ, ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର, ଦେଖନ୍ତୁ ଏହି ଭିଡିଓ..
Play icon06:53
Viral Video: ଭାଇରାଲ ହେଲା ଓ଼ଡ଼ିଆ ଅଭିନେତ୍ରୀ ଅରୁନ୍ଧତୀ ଦେବିକାଙ୍କ ଏହି ଭିଡିଓ...
Play icon00:39
Video: ଓସ୍ତପୁର-କୋଟପଲ୍ଲା ଗାଁ ସୀମା ବିବାଦକୁ ନେଇ ଉତ୍ତେଜନା, ଦୋକାନ ବଜାର ପୋଡ଼ାଜଳା, ଦେଖନ୍ତୁ ଏହି ଭିଡିଓ..
Play icon02:48
Aseema Panda Video: ଅଭିନେତା ସନ୍ଦିପ୍ ମିଶ୍ରଙ୍କ ସହ ଭାଇରାଲ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଏହି ଭିଡିଓ...
Play icon00:46
Video: ଯାତ୍ରା ମେଲୋଡି ନୃତ୍ୟଶିଳ୍ପୀଙ୍କ ଭିଡିଓ ଭାଇରାଲ୍
Play icon00:46
Varsha Priyadarshini: ଷ୍ଟେଜ ଉପରେ ବର୍ଷା ପ୍ରିୟଦର୍ଶିନୀ କହିଲେ ମୋ ଜୀବନ ଥିବା ଯାଏଁ ମୁଁ...
Play icon00:51
Kalinga Baliyatra: ଆଜି ସନ୍ଧ୍ୟାରେ ଉଦଘାଟିତ ହେବ ପାରାଦୀପ 'କଳିଙ୍ଗ ବାଲିଯାତ୍ରା'...ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
Play icon03:35
Shocking Video: ଟ୍ରାଫିକ୍ ପୋଲିସଙ୍କୁ ନିର୍ମମ ଭାବେ ବାଡ଼େଇଲେ ଯୁବକ, ଭାଇରାଲ ହେଉଛି ଏହି ଭିଡିଓ...
Play icon00:15
Video: ଗାଁ ଦାଣ୍ଡରେ ଏମିତି ଢଗ ଗାଇଲେ ବ୍ୟବସାୟୀ, ଭିଡିଓ ଭାଇରାଲ୍
Play icon00:33
Video: ଦୁଖଭରା ଗୀତରେ ଏମିତି ନାଚିଲେ ଗାଁ ଝିଅ, ଭିଡିଓ ଭାଇରାଲ୍
Play icon00:49
BJD Press Meet: ଅମର ପଟ୍ଟନାୟକ ବିଜେପିରେ ମିଶିଲେ...ଭଲ କଥା All The Best...ଦେଖାହେବ ଆଗକୁ
Play icon07:55
Advertisement