VIDEO: ପତାକା ଅବତରଣ ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ, ଦେଖନ୍ତୁ ଏହି ଭିଡିଓ..

ଜାତୀୟ ପତାକା ଅବତରଣବେଳେ ଅଘଟଣ।ବିଦ୍ୟୁତ ଆଘାତ ରେ ଚାଲିଗଲା ଛାତ୍ରର ଜୀବନ।  କୋଚିଂ ସେଣ୍ଟର ଛାତ ଉପରୁ ଜାତୀୟ ପତାକା ଅବତରଣ ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ। ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧିନ କୁଜଙ୍ଗ ଗ୍ରାମରେ। ମୃତକ ୧୦ମ ଶ୍ରେଣୀ ର ଛାତ୍ର ଓମ୍ ପ୍ରକାଶ ଦ୍ବିବେଦୀ ।ଆଜି ସାଧାରଣ ତନ୍ତ୍ର ଦିବସରେ କୁଜଙ୍ଗ ଗ୍ରାମର ଏକ କୋଚିଂ ସେଣ୍ଟରରେ ସକାଳୁ ଜାତୀୟ ପତାକା ଉତ୍ତୋଳନ କରା ଯାଇଥିଲା। ସଂନ୍ଧ୍ୟା ରେ କୋଚିଂ ସେଣ୍ଟର ର ଛାତ ଉପରେ ଛିଡ଼ା ହୋଇ ପତାକା ଅବତରଣ କରିବା ସମୟରେ ଓମ୍ ପ୍ରକାଶ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଛାତ ଉପରେ ପଡି ଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ କୁଜଙ୍ଗ

See more

Recommended Videos