)
Viral Video: ଅନେକ ସମୟରେ ସୁଟିଂ ସେଟ୍ ଭିଡିଓ ସାମ୍ନାକୁ ଆସିଥାଏ । ନିକଟରେ ବବି ମିଶ୍ର ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ଦେଖିବାକୁ ମିଳିଥିଲା କଳାକାରମାନେ ମଜା ମସ୍ତି କରୁଛନ୍ତି । ଭିଡିଓରେ ବବି ମିଶ୍ର ନିଜ ସହକଳାକାରଙ୍କୁ ଗୀତ ଗାଇ ଶୁଣାଉଛନ୍ତି । ସହକଳାକାରମାନେ ବବିଙ୍କୁ ପ୍ରଶଂସା କରୁଛନ୍ତି ।






























Thank you

By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.
)
)
)
)
)
)
)
)
)
)