Viral Video: ସୁଟିଂ ସେଟ୍ ରୁ ଭାଇରାଲ୍ ହୋଇଛି ଲୋକପ୍ରିୟ କଳାକାର ରାଜ୍ ରାଜେଶ ଏବଂ କୁକିଜ୍ ସ୍ୱାଇଁଙ୍କ ଭିଡିଓ । ଗୀତଟିର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଲୁବନ୍ ଟୁବୁନ୍ । ଉଭୟ କୁକିଜ୍ ଏବଂ ରାଜ୍ ରାଜେଶ ଦମଦାର ଭାବେ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଛି ।