Jasmine Rath: ଅନଟ୍ୟାଲେଣ୍ଟେଡ ଗାଏଙ୍କ ସହ ଭାଇରାଲ ହେଲା ଅଭିନେତ୍ରୀ ଜାସ୍ମିନ ରଥଙ୍କ ଏହି ଭିଡିଓ

Jasmine Rath: ଅନଟ୍ୟାଲେଣ୍ଟେଡ ଗାଏଙ୍କ ସହ ଭାଇରାଲ ହେଲା ଅଭିନେତ୍ରୀ ଜାସ୍ମିନ ରଥଙ୍କ ଏହି ଭିଡିଓ । କେବଳ ଓଡ଼ିଆ ସିରିଏଲ କି ଆଲବମ ନୁହେଁ ବରଂ ତେଲୁଗୁ ସିରିଏଲ ରେ ବି ନିଜର ଜଲୱା ଦେଖାଇଛନ୍ତି ଅଭିନେତ୍ରୀ ଜାସ୍ମିନ ରଥ । ତେବେ ଏକ ଭିଡିଓ ଏହି ଅଭିନେତ୍ରୀଙ୍କର ଭାଇରାଲ ହେବାରେ ଲାଗିଛି ଯେଉଁଠି ଅଭିନେତ୍ରୀଙ୍କ ସହ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥିବା ଅଲଟ୍ୟାଲେଣ୍ଟେଡ ଗାଏ ନଜର ଆସିଛନ୍ତି । ତେବେ ଏହା ତାଙ୍କର ଆଗାମୀ ମ୍ୟୁଜିକ୍ ଭିଡିଓ ବୋଲି କୁହାଯାଉଛି। ଦେଖନ୍ତୁ ସେହି ଭିଡିଓ।

Recommended Videos