Viral Video: ଓଡି଼ଆ ଅଭିନେତ୍ରୀ ଲେସଲି ତ୍ରିପାଠୀ। ଏକାଧିକ ଓଡ଼ିଆ ଆଲବମ୍ ରେ ତାଙ୍କୁ ଦେଖିବାକୁ ମିଳେ। କେବଳ ଓଲିଉଡ଼ ରେ ନୁହେଁ, ବଲିଉଡରେ ମଧ୍ୟ ସେ ଏଣ୍ଟ୍ରି ମାରିଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ.. ଲେସଲି ତ୍ରିପାଠୀ ଏକ ଦୋଳିରେ ବସି...