Viral Video: ଓଡ଼ିଆ ମ୍ୟୁଜିକ ଇଣ୍ଡଷ୍ଟ୍ରୀର ଦୁଇ ପରିଚିତ ଚେହେରା ହେଉଛନ୍ତି ସୁଚରିତା ଏବଂ Untalented Guy । ଉଭୟେ ଖୁବ ଶୀଘ୍ର ଏକ ନୂଆ ମ୍ୟୁଜିକ ଭିଡିଓରେ ଆସିବାକୁ ଯାଉଛନ୍ତି । ଏହି ଗୀତଟିର ସୁଟିଂ ସମୟର ଏକ ଦୃଷ୍ୟ ବାବୁ ଭାଇ ପ୍ରଡକ୍ସନରେ ସେୟାର ହୋଇଛି ।