Published: Jun 06, 2025, 08:39 PM IST|Updated: Jun 06, 2025, 08:39 PM IST
Varsha Priyadarshini: ଭିଡିଓ ସେୟାର କରି କାହାକୁ ନିଜର ଲାଇଫ୍ ଲାଇନ କହିଲେ ବର୍ଷା...ଦେଖନ୍ତୁ ଭିଡିଓ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସବୁ କିଛି ଭୁଲି ଏବେ ପୁଣିଥରେ ନିଜକୁ ସାମାଜିକ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଏହାସହ ଅନେକ ଭିଡିଓ ନିଜ ଇନଷ୍ଟା ପେଜ୍ ରେ ସେୟାର କରିଥାନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସେହିପରି କିଛିଦିନ ତଳେ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଥିଲେ ଯେ, My lifeline Mishtti...ତେବେ ଜଣେ କୁନିଝିଅଙ୍କ ସହ ସମୟ ବିତାଉଥିବାର ଏକ ଭିଡିଓ ସେ ସେୟାର କରିଛନ୍ତି ।