Viral Video: ଇନଷ୍ଟାଗ୍ରାମରେ ରିଲ୍ କରି ଲୋକପ୍ରିୟତା ହାସଲ କରିଥିବା ପ୍ରିୟଙ୍କା ସନମ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ପ୍ରିୟଙ୍କା ଅପଲୋଡ୍ କରୁଥିବା ରିଲ୍ ଗୁଡିକୁ ଲୋକମାନେ ଖୁବ ପସନ୍ଦ କରନ୍ତି । କମେଣ୍ଟ ବକ୍ସରେ ପ୍ରିୟଙ୍କାଙ୍କ ଲୁକ୍ ଏବଂ ଏକ୍ସପ୍ରେସନର ଖୁବ ତାରିଫ ମଧ୍ୟ ହୋଇଥାଏ । ପ୍ରିୟଙ୍କା କେବଳ ଗୀତରେ ରିଲ୍ କରନ୍ତି ତାହା ନୁହେଁ ଅନେକ ସମୟରେ ମଜାଳିଆ ରିଲ୍ ବନାଇ ଲୋକଙ୍କ ଓଠରେ ହସ ଫୁଟାନ୍ତି ।