ଆରମ୍ଭ ହେଲା ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ, କ୍ଲାସିକ୍ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକଙ୍କ ଭିଡ଼

Jagdish Barik Fri, 07 Jun 2024-11:13 pm,

Bhubaneswar Film Festival: ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଶୁକ୍ରବାର ଦିନ ଆରମ୍ଭ ହୋଇଛି। ଭୁବନେଶ୍ୱର ଜୟଦେବ ଭବନଠାରେ ପୂର୍ବାହ୍ନରୁ ଚଳଚ୍ଚିତ୍ର ପ୍ରଦର୍ଶନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ଉତ୍ସବର ବିଶେଷ ଉଦଘାଟନୀ କାର୍ଯ୍ୟକ୍ରମ କରାଯାଇଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link