Advertisement
Videos Details/odisha/zeeodisha2646639
Video ThumbnailPlay icon

Video: ଶ୍ରୀମନ୍ଦିରରେ ବଡ ଅଘଟଣ, ଧ୍ୱଜା ବନ୍ଧା ପରେ ଭାଙ୍ଗିଗଲା ବାଉଁଶ

ପୁରୀ: ଶ୍ରୀମନ୍ଦିରରେ ଘଟିଛି ଏକ ବଡଧରଣର ଅଘଟଣ । ଧ୍ୱଜା ବନ୍ଧା କାର୍ଯ୍ୟ ସମ୍ପନ୍ନ ହେବା ପରେ ଭାଙ୍ଗିଯାଇଛି ବାଉଁଶ। ଫଳରେ ନୀଳଚକ୍ରରେ ଝୁଲିଲା ଧ୍ୱଜା ବନ୍ଧା ବାଉଁଶ। ଦୀର୍ଘ ସମୟ ପରେ ଉପରଆଡୁ ଭାଙ୍ଗିଥିବା ଧ୍ୱଜା ବନ୍ଧା ବାଉଁଶରେ ଉଡିଲା ମହାପ୍ରଭୁଙ୍କ ପତିତପାବନ ବାନା।  ବାଉଁଶ ଭାଙ୍ଗିବା ପୂର୍ବରୁ ଧ୍ୱଜାବନ୍ଧା କାର୍ଯ୍ୟ ହୋଇସାରିଥିଲା ତେଣୁ ବାନା ଲାଗିଥିବା ବାଉଁଶକୁ ଚୁନରା ସେବକ ମାନେ ନୀଳଚକ୍ରରେ ପୁନଃ ସ୍ଥାପନ କରିଛନ୍ତି। ନୀଳଚକ୍ର ଉପରକୁ ଯେତିକି ଉଚ୍ଚରେ ବାନା ବନ୍ଧା ଯାଇଥାଏ ବାଉଁଶ ଭାଙ୍ଗିବା ଯୋଗୁଁ ତାହାର ଉଚ୍ଚତା କମ୍ ରହିଛି। ତେବେ କୌଣସି ବାତ୍ୟା ଆଦି ସମୟରେ ବାନା ଉଡିଯିବାର ନଜିର ରହିଛି। ହେଲେ ଆଜି ସେଭଳି କିଛି ନଥିବା ସତ୍ତ୍ୱେ ବାଉଁଶ ଭାଙ୍ଗିପଡିବା ଏକ ବଡ ଅଘଟଣ ବୋଲି କୁହାଯାଉଛି।

Video: ନାଚରେ କମାଲ୍ କରିଦେଲେ ମା'-ପୁଅ, ଭିଡିଓ ହେଲା ଭାଇରାଲ୍
Play icon00:30
Video: ପାର୍ଟିରେ ଏମିତି ହରକତ କରୁଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଭିଡିଓ ଭାଇରାଲ୍
Play icon00:42
Video: ଯାତ୍ରା ମଞ୍ଚର ନୃତ୍ୟଶିଳ୍ପୀ ଖୋଲା ଆକାଶ ତଳେ କରୁଛନ୍ତି କ'ଣ? ଭିଡିଓ ଭାଇରାଲ୍
Play icon00:47
Odia Actress Debjani: ହୋଟେଲ ର ସୁଇମିଂ ପୁଲ ପାଖରୁ ଭାଇରାଲ ହେଲା ଦେବଯାନୀଙ୍କ ହୋଲି ଭିଡିଓ
Play icon01:20
Video: ଖୁସି ମନରେ ହୋଲି ଖେଳିଲେ ଅନୁଭବ, ବଜାଇଲେ ଢୋଲ
Play icon00:36
Video: ସେଦିନ ଅନୁଭବଙ୍କ ପାଖେପାଖେ ଥିଲେ ବର୍ଷା, ମିଳିଥିଲା ଏହି ପ୍ରଶଂସା, ଭିଡିଓ ଭାଇରାଲ୍
Play icon00:16
Weather Report: ୪୦ ଡିଗ୍ରୀ ଟପିଛି ଓଡ଼ିଶାର ୧୩ ସହରର ତାପମାତ୍ରା, ଆହୁରି ଜଳିବ
Play icon05:23
Video: ହୋଲିରେ ୨ଟି ବାଇକ୍ ଚୋରି କରିନେଲେ ଚୋର, ଦେଖନ୍ତୁ CCTV ଭିଡିଓ
Play icon02:01
Lipi Mohapatra Video: ସୋସିଆଲ ମିଡିଆରେ ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ଲିପି ମହାପାତ୍ରଙ୍କ ଏହି ଭିଡିଓ...
Play icon01:04
Rachna Banerjee Video: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ଏହି ଭିଡିଓ...
Play icon01:08
Tribe Vlogger ରାନୀଙ୍କ ଏହି ଭିଡିଓ ହେଉଛି ଭାଇରାଲ୍
Play icon00:21
Video: ହୋଲିରେ ସଭିଙ୍କ ନଜର ଥିଲା ଏହି ସ୍କୁଲ ଛାତ୍ରୀଙ୍କ ଉପରେ, ଦେଖନ୍ତୁ ଭିଡିଓ
Play icon00:23
Romyanjali Viral Video: ହୋଲିରେ ଭାଇରାଲ୍ ହେଉଛି ଅଭିନେତ୍ରୀ ରୋମ୍ୟାଞ୍ଜଳିଙ୍କ ଏହି ଭଡିଓ, ଦେଖନ୍ତୁ...
Play icon00:33
Video: ଷ୍ଟାଡିୟମ ଭିତରେ ଇଶ୍ୱରୀ ପଣ୍ଡା, ୧୪ ସେକେଣ୍ଡର ଭିଡିଓ ଭାଇରାଲ୍
Play icon00:15
Ollywood Queen Varsha: ଜଙ୍ଗଲ ରାସ୍ତାରୁ ଭାଇରାଲ ହେଲା ଅଭିନେତ୍ରୀ ବର୍ଷାଙ୍କ ଏହି ଭିଡିଓ
Play icon00:54
Video: ଛାତ ଉପରେ କୁକିଜଙ୍କ ଦେହରେ ଜୟଦେବ ଲଗାଇଲେ ରଙ୍ଗ, ଦେଖନ୍ତୁ ଭିଡିଓ
Play icon00:34
Actress Elina Holi Video: ସ୍ୱାମୀଙ୍କ ସହ କେମିତି ହୋଲି ପାଳିଲେ ଅଭିନେତ୍ରୀ ଏଲିନା, ଭିଡିଓ ଭାଇରାଲ
Play icon00:44
Video: ଅଶ୍ୱିନ-ପ୍ରେରଣାଙ୍କ ହୋଲି ଖେଳ ଭିଡିଓ ହେଲା ଭାଇରାଲ୍
Play icon00:46
Video: ହୋଲିରେ ଭାଇରାଲ୍ ହେଲା ଡେଭିଲ୍ କୁଇନ ଅର୍ପିତାଙ୍କ ଆଉ ଏକ ଭିଡିଓ
Play icon00:30
Weather Report: ୫ ଦିନ ପରେ କାଳବୈଶାଖୀ ଝଡ଼, ୪ ଜିଲ୍ଲାକୁ ସତର୍କ ସୂଚନା
Play icon04:27
Rani panda Viral Video: ହୋଲିରେ ଭାଇରାଲ୍ ହେଲା ରାଣୀ ପଣ୍ତାଙ୍କ ଏହି ଭିଡିଓ, ଦେଖନ୍ତୁ
Play icon01:00
ସମୁଦ୍ର କୂଳରୁ ଭାଇରାଲ୍ ହେଲା ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କ ଝିଅ ସମ୍ଭାବନାଙ୍କ ଏହି ଭିଡିଓ, ଦେଖନ୍ତୁ
Play icon00:55
 ଛାତ ଉପରେ କାହା ସହ ହୋଲି ଖେଳିଲେ କଣ୍ଠଶିଳ୍ପୀ ଅସୀମା ପଣ୍ତା? ଦେଖନ୍ତୁ ଭିଡିଓ
Play icon00:50
Viral Video: ହୋଲିରେ ଭାଇରାଲ୍ ହେଲା ପୁରୀ ବୋହୂଙ୍କ ଏହି ଭିଡିଓ, ଦେଖନ୍ତୁ
Play icon01:02
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:21
ଅଭିନେତା ସବ୍ୟସାଚୀଙ୍କ ସହ ପ୍ରଦୀପ ମାଝୀଙ୍କ ପତ୍ନୀ ସୁଶ୍ରୀ, ଭିଡିଓ ଭାଇରାଲ୍
Play icon00:15
Video: ନୂଆପଡା ଜିଲ୍ଲାପାଳଙ୍କ କାନ୍ଧରେ ମାଟି ଭାର, ଭିଡିଓ ଭାଇରାଲ୍
Play icon00:25
Video: ହୋଲିରେ ରଙ୍ଗିନ୍ ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର
Play icon01:24
Prakruti Mishra Video: ରାସ୍ତାରେ ପ୍ରକୃତି ମିଶ୍ରଙ୍କୁ ଅପମାନ କଲା କିଏ, ଭିଡିଓ ହେଲା ଭାଇରାଲ
Play icon00:51
Aseema Panda New Video: ରୁମ୍ ରୁ ଭାଇରାଲ ହେଲା ଗାୟିକା ଅସୀମା ପଣ୍ଡାଙ୍କ ଏହି ଭିଡିଓ
Play icon00:58