Published: Sep 22, 2025, 06:26 PM IST|Updated: Sep 22, 2025, 06:26 PM IST
Pramilla Mallik: ବିଜେପି ନିର୍ବାଚନ ପୂର୍ବରୁ କହିଲା ନିଶା ମୁକ୍ତ ଓଡ଼ିଶା...ଏବେ ମଦ ଦୋକାନ ଖୋଲି କରିବେ ନିଶା ଯୁକ୍ତ ଓଡ଼ିଶା । ସରକାର ୭୦ ଟି ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେବା ପରେ ଏବେ ରାଜନୀତି ଜୋର ଧରିଛି। ଯାହାକୁ ନେଇ ବିଜେପି ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।