BJD Mla Reaction: ଆମେ ବିଜେଡି ବିଧାୟକ ମାନେ ରାଜ୍ୟପାଳଙ୍କ ପାଖକୁ ଆସିବାକୁ ବାଧ୍ୟ ହେଲୂ। ଓଡ଼ିଶାରେ ଦେଖାଦେଇଥିବା ଉତ୍କଟ ସାର ସମସ୍ୟା ସମାଧାନ କରିବାରେ ସରକାର ବିଫଳ। ଚାଷୀ କୂଳ ହନ୍ତସନ୍ତ ହେଉଛନ୍ତି ପୁର୍ବରୁ ରାଜ୍ୟପାଳଙ୍କୁ ଜଣାଇଥିଲୁ କିନ୍ତୁ ସମାଧାନ ହୋଇପାରିନଥିଲା। ବର୍ତମାନ ମଧ୍ୟ ସାର ଉପଲବ୍ଧ ହେଉନାହିଁ।ଆମେ ବିଧାୟକ ମାନେ ରାଜ୍ୟପାଳଙ୍କୁ ଅବଗତ କରିଲୁ। କଳାବଜାରୀ କରି ଚାଷୀଙ୍କୁ ଶୋଷଣ କରାଯାଉଛି। କିପରି କଳାବଜାରୀ ହେଉଛି ଅବଗତ କଲୁ। ରାଜ୍ୟପାଳ କହିଲେ ପୁର୍ବରୁ ସେ ସରକାର ଙ୍କୁ ଜଣାଇଛନ୍ତି।ଯଦି ସମାଧାନ ହୋଇନାହିଁ ପୁଣି ଆଉଥରେ ଆଲୋଚନା କରିବେ। ଚାଷୀ ଙ୍କୁ ସାର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସରକାର ଚାଷୀ,ନାରୀ ନିର୍ଯାତନା, ଆଇନ ଶୃଙ୍ଖଳା ସମ୍ପର୍କରେ ଆଲୋଚନା ପାଇଁ