BJD MLA Souvic Biswal: କହୁ କହୁ କହିଦେଲେ ବିଧାୟକ ସୌଭିକ ! ପୁଣି ବିଜେଡିରେ କନ୍ଦଳ ପଡ଼ିଲା ପଦାରେ...

BJD MLA Souvic Biswal: କଟକ ଚୌଦ୍ୱାର ବିଧାୟକ ତଥା ବିଜେଡିର ଯୁବ ନେତା ସୌଭିକ ବିଶ୍ୱାଳ ବିଜେଡି ଗୁମରକୁ ପଦାରେ ପକାଇଛନ୍ତି। ପୁରୀଠାରେ ଆୟୋଜିତ ଯୁବ ବିଜେଡି ସମାବେଶରେ ଦଳର ତଥାକଥିତ ନୀତି ନିର୍ଦ୍ଧାରକଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛନ୍ତି। ଖାଲି ସେତିକି ନୁହେଁ, ଦଳରେ ଯୁବ ଓ ଛାତ୍ର ବର୍ଗଙ୍କୁ ଅଣ ଦେଖା କରାଯାଉଛି ବୋଲି ପରୋକ୍ଷରେ କହିଛନ୍ତି। ଶ୍ରୀ ବିଶ୍ୱାଳଙ୍କର ଏହି ବୟାନ ଏବେ ରାଜନୀତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସେ ସିଧାସଳଖ ବିଜୁ ଜନତା ଦଳରେ ଏବେନେତୃତ୍ୱ ନେଉଥିବା ନେତାଙ୍କୁ ଟାର୍ଗେଟ କରିଛନ୍ତି।

Recommended Videos