Kendrapara News: ମହିଳା ବିଡ଼ିଓଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ବିଜେପି ବିଧାୟକ ପ୍ରାର୍ଥୀ...ଭିଡିଓ ଭାଇରାଲ

Kendrapara News: ବିଜେପିର ଜଣେ ପରାଜିତ ବିଧାୟକ ପ୍ରାର୍ଥୀଙ୍କ କାହାଣୀ ଆଜି ଭାଇରାଲ ହେବାରେ ଲାଗିଛି। ନିଜ ଅନୁସାରେ ବ୍ଲକରେ କାର୍ଯ୍ୟ ହେଉ ନଥିବାରୁ ସମ୍ପୃକ୍ତ ବିଜେପି ନେତା ଜଣେ ମହିଳା ବିଡିଓଙ୍କ ଉପରକୁ ଆକ୍ରମଣ ଉଦ୍ୟମ କରିଥିବା ଭିଡିଓ ଏବେ ଚର୍ଚ୍ଚାର ବିଷ୍ରୟ ହୋଇଛି। ଯେଉଁ ସରକାର ମହିଳାଙ୍କ ସ୍ୱାର୍ଥ, ସମ୍ମାନକୁ ଉପରେ ରଖେ ବୋଲି କହି ବୁଲୁଛି ତାହାରି କର୍ମୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ତାହାକୁ ନେଇ ପ୍ରଶ୍ନ ବି ଉଠିଛି।

Recommended Videos