ମାଛଧରା ବୋଟ ବୁଡ଼ି ୩ ନିଖୋଜ । ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ବୁଡ଼ିଗଲା ମାଛଧରା ବୋଟ । ବୋଟରେ ଥିବା ୫ ମତ୍ସ୍ୟଜୀବୀରୁ ୨ ମତ୍ସ୍ୟଜୀବୀ ଉଦ୍ଧାର, ୩ ନିଖୋଜ । ସମୁଦ୍ର ଢେଉରେ ବୁଡିଗଲା ମାଛଧରା ବୋଟ୍ 'ମା ଜାଡୁଆ' । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also.