)
Viral Video: ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳେ ଯେ ରାସ୍ତାରେ ଏକ କାର ଚାଲୁଛି ଏବଂ ପଛ ପଟେ ଥିବା ଡିଗି ଖୋଲା ଅଛି ଏବଂ ଏହି କାରର ଡିଗି ରେ କୌଣସି ସାମଗ୍ରୀ ନାହିଁ ବରଂ ଚାରି ଜଣ ଝିଅ ବସିଛନ୍ତି। ଏବେ ସେମାନେ କେଉଁଠାକୁ ଯାଉଛନ୍ତି ତାହା ଜଣା ନାହିଁ ଏବଂ ସେମାନେ ଯାତ୍ରୀ ଭାବରେ ଯାଉଛନ୍ତି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ନୁହେଁ କିନ୍ତୁ ଯାହା ହେଉନା କାହିଁକି, ଲୋକଙ୍କୁ ଏପରି କାରର ଡିଗି ରେ ନେବା ଠିକ୍ ନୁହେଁ। ସେହି କାର ପଛରେ ଯାଉଥିବା ଲୋକମାନେ ଏହାକୁ ରେକର୍ଡ କରିଛନ୍ତି ଏବଂ ଭିଡିଓଟି ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି।