Delhi Metro: ଦିଲ୍ଲୀ ଜାମା ମସଜିଦ ମେଟ୍ରୋ ଷ୍ଟେସନରେ ହଙ୍ଗାମା! ଭିଡିଓ ଭାଇରାଲ, ସ୍ପଷ୍ଟୀକରଣ ରଖିଲା DMRC

Delhi Metro Viral Video: ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରନ୍ତି। ସାଧାରଣତଃ ଏହି ଭିଡ଼ ଶୃଙ୍ଖଳିତ ରହିଥାଏ। କିନ୍ତୁ ବର୍ତ୍ତମାନ ଭାଇରାଲ୍ ଭିଡିଓ ଏହି ପ୍ରତିଷ୍ଠାକୁ କଳଙ୍କିତ କରିଛି। ଦିଲ୍ଲୀ ମେଟ୍ରୋର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଯେଉଥିରେ କିଛି ଲୋକ ମେଟ୍ରୋ ଷ୍ଟେସନର ପ୍ରସ୍ଥାନ ଗେଟରୁ ଡେଇଁପଡୁଥିବାର ଦେଖାଯାଉଛି। କିଛି ଲୋକ ଭାଇରାଲ ଭିଡିଓକୁ ଦିଲ୍ଲୀ ମେଟ୍ରୋର ବିଶୃଙ୍ଖଳା କିମ୍ବା ଆଇନ ଶୃଙ୍ଖଳା ସହିତ ଯୋଡୁଛନ୍ତି। ଡିଏମଆରସି ଅଧିକାରୀଙ୍କ ଅନୁଯାୟୀ ଷ୍ଟେସନରେ ପ୍ରବଳ ଭିଡ଼ ଯୋଗୁଁ ପ୍ରସ୍ଥାନ ଗେଟ୍ ଉପରେ ଚାପ ବୃଦ୍ଧି ପାଇଥିଲା, ଯାହା ଫଳରେ ଏହା ଅସ୍ଥାୟୀ ଭାବରେ କାମ କରିବା ବନ୍ଦ କରିଦେଇଥିଲା। ଏହି ପରିସ୍ଥିତିରେ

See more

Recommended Videos