Published: Sep 05, 2025, 09:26 PM IST|Updated: Sep 05, 2025, 09:26 PM IST
Student Dance Video: ଗଣେଶ ଭଷାଣିରେ ହେ ନବୀନ ବାବୁ ଗୀତରେ ନାଚି ଧୂଳି ଉଡ଼ାଇଦେଲେ କଲେଜ ଛାତ୍ରୀ । ସବୁ ଶିକ୍ଷାନୁଷ୍ଠାନରେ ଗଣେଶ ଉତ୍ସବ ସରିବା ପରେ ଏବେ ପଡ଼ିଛି ଭଷାଣୀର ପାଳି । ତେବେ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କଲେଜ ଛାତ୍ରୀ ମାନେ ହେ ନବୀନ ବାବୁ ଗୀତରେ ନାଚି ଧୂଳି ଉଡ଼ାଇଛନ୍ତି । ତେବେ ଭିଡିଓଟି ଭଦ୍ରକ କଲେଜର ବୋଲି କୁହାଯାଇଛି। ଆପଣ ବି ଦେଖନ୍ତୁ ଏହି ଡ୍ୟାନ୍ସ ଭିଡିଓ...