Video: ଲୋକପ୍ରିୟ ୟୁଟୁବ୍ ହାସ୍ୟ ଅଭିନେତା ଗିରିଜା କୋଭିଡ ମହାମାରୀ ସମୟରେ ଚର୍ଚ୍ଚାକୁ ଆସିଥିଲେ । ଗିରିଜାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଜସ୍ୱ ଶୈଳୀରେ ଗିରିଜା ବିଭିନ୍ନ ପ୍ରକାରର ଭିଡିଓ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ନିକଟରେ ଗିରିଜାଙ୍କର ଏହି ରିଲ୍ସଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.