Sura On Liqour: 'ପଇସା ପାଇଁ ମଦ ଦୋକାନ ଆଉ ଖୋଲିବା ଉଚିତ୍ ନୁହେଁ ବୋଲି ମୁଁ ଭାବୁଛି' ସୁର ରାଉତରାୟ

Sura On Liqour: 'ପଇସା ପାଇଁ ମଦ ଦୋକାନ ଆଉ ଖୋଲିବା ଉଚିତ୍ ନୁହେଁ ବୋଲି ମୁଁ ଭାବୁଛି' ସୁର ରାଉତରାୟ । ରାଜ୍ୟରେ ଦେଶୀ ଓ ବିଦେଶୀ ମଦ ଦୋକାନକୁ ସଂପୂର୍ଣ୍ଣ ବନ୍ଦ କରିବାର କୌଣସି ଯୋଜନା ନାହିଁ। ବନ୍ଦ ଥିବା ୭୦ଟି ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ବାଲେଶ୍ବରରେ ସର୍ବାଧିକ ୧୭, ଗଞ୍ଜାମ ୧୦, ନୟାଗଡ଼ ୯, ମୟୂରଭଞ୍ଜ ୮, କଟକ ୭ ଓ ଅନ୍ୟାନ୍ୟ ଜିଲ୍ଲାରେ ଏହି ମଦ ଦୋକାନ ଖୋଲିବ। ଏହାସହ ୪ଟି ନୂଆ ଠିପିଖୋଲା ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ରହିଥିବା ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତେବେ
See more

Recommended Videos