MLA Sofia Firdous Video: ସୋସିଆଲ ମିଡିଆରେ ଭାଇରାଲ ହେଲା ବିଧାୟିକା ସୋଫିଆଙ୍କ ଷ୍ଟେଟମେଣ୍ଟ । ଆଜି ଚାଲିପାରିନି ବିଧାନସଭା । ଆଜି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଥିଲା । ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ଜୋରଦାର ଭାବେ ପ୍ରତିବାଦ କରିଥିଲେ । ଏହାସହ ନାରୀ ନିର୍ଯାତନା ଓ ଶିଶୁ ସୁରକ୍ଷାକୁ ନେଇ ପ୍ରତିବାଦ ଜଣାଇଥିଲା କଂଗ୍ରେସ । ଏହାକୁ ନେଇ ଭାଇରାଲ ହୋଇଛି ବିଧାୟିକା ସୋଫିଆ ଫିରଦୋସଙ୍କ ଏକ ଷ୍ଟେଟମେଣ୍ଟ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.