Advertisement
Video ThumbnailPlay icon

ଜାପାନର 'ୟୋକହୋମା' ଜଳସୀମା ଜାହାଜରେ ଫସି ରହିଛନ୍ତି ଜଣେ ଯୁବ ଓଡ଼ିଆ ଇଞ୍ଜିନିୟର

କୋରୋନା ଭାଇରସକୁ ନେଇ ଥମୁନି ଆତଙ୍କ, ଜାପାନର 'ୟୋକହୋମା' ଜଳସୀମା ଜାହାଜରେ ଫସି ରହିଛନ୍ତି ଜଣେ ଯୁବ ଓଡିଆ ଇଞ୍ଜିନିୟର । ଇଞ୍ଜିନିୟର ଜଣକ ବ୍ରହ୍ମପୁର ସହରର ଶିବାଶିଷ ନାୟକ । ସେ ଜାହାଜରେ 160 ଜଣ ଭାରତୀୟ ଦିର୍ଘ 14ଦିନରୁ ଫସି ରହିଥିବା ବେଳେ ଅନେକଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ସୂଚନା । ଏଭଳି ସ୍ଥିତିରେ ଓଡ଼ିଆ ଯୁବ ଇଞ୍ଜିନିୟରି ଶିବାଶିଷଙ୍କ ରକ୍ତ ନମୁନା ନେଗେଟିଭ ରହିଥିଲେ ମଧ୍ୟ ତାଙ୍କୁ ଛଡ଼ାଯାଉନଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ଧରି ଜାପାନରେ ଫସି ରହିଥିବା ଶିବାଶିଷଙ୍କୁ ଉଦ୍ଧାର କରିବା ଲାଗି ପରିବାର ଲୋକେ ନିବେଦନ କରିଛନ୍ତି । ଫଲୋକରନ୍ତୁ ଜୀ ଓଡ଼ିଶା ଟୁଇଟର, ହେଲୋ, ଇନଷ୍ଟାଗ୍ରାମ, ଲାଇକ କରନ୍ତୁ ଫେସବୁକ୍, ସବସ୍କ୍ରାଇବ କରନ୍ତୁ ୟୁ-ଟ୍ୟୁବ୍ ଓ ଅଧିକ ଖବର ପାଇଁ ଲଗ ଇନ୍ କରନ୍ତୁ www.zeeodisha.tv, ଏଣିକି ଖବର ପାଇବା ଅତି ସହଜ । ଘରେ ହେଉ ଅବା ବାହାରେ, ଯେଉଁଠି ମଧ୍ୟ ମୋବାଇଲରେ ପାଇ ପାରିବେ ଆମ ଖବର, ଖାଲି ଖବର ନୁହେଁ ବରଂ ସଠିକ୍ ଖବର । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Mission Shakti: ମିଶନ ଶକ୍ତି କୁ ବନ୍ଦ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର:ସୁଲତା ଦେଓ
Play icon08:07
Puri News: ଗାଁ ମେଳଣ ଯାତରେ ଅଘୋରୀଙ୍କ ଜୀଅନ୍ତା ‘ନାଗ’ ଖେଳ, ନିଆଯିବ କି କାର୍ଯ୍ୟାନୁଷ୍ଠାନ
Play icon03:49
Odisha News: କଳାକାଚ ଲାଗିଥିବା କାରର ଯାଞ୍ଚ, ୪୬ଟି ଗାଡିରୁ ଦୁଇ ଲକ୍ଷ ୫୧ହଜାର ଜରିମାନା ଆଦାୟ
Play icon00:49
Odisha BJD: ବିଜେଡି ପ୍ରାଥମିକ ସଦସ୍ୟତା ରୁ ଇସ୍ତଫା ଦେଲେ ରାସେଶ୍ୱରୀ ପାଣିଗ୍ରାହୀ
Play icon08:51
Lekhashri Campaign: ଉଠୁଛି ପଡ଼ୁଛି ବାଲେଶ୍ୱର, ରୋଡ ସୋରେ ଶକ୍ତି ଦେଖାଇଲେ ଲେଖାଶ୍ରୀ
Play icon03:55
Video: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:25
Video: ପତିତପାବନଙ୍କ ମଙ୍ଗଳ ଆଳତୀ କରନ୍ତୁ ଦର୍ଶନ, ମଙ୍ଗଳମୟ ହେବ ଆପଣଙ୍କ ଦିନ..
Play icon00:32
Prasanta Kumar Muduli: ମା' ଶାରଳାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି
Play icon01:26
Dasam Release: ନେଦରଲ୍ୟାଣ୍ଡର କିନୋପଲିସରେ ରିଲିଜ ହେଲା ଓଡ଼ିଆ ସିନେମା ଦଶମ
Play icon01:24
Video: ପତିତପାବନଙ୍କ ମଙ୍ଗଳ ଆଳତୀ କରନ୍ତୁ ଦର୍ଶନ, ମଙ୍ଗଳମୟ ହେବ ଆପଣଙ୍କ ଦିନ
Play icon03:48
Viral Video:  ରାଣୀ ପଣ୍ଡାଙ୍କୁ ପ୍ରେମ ପାଗେଳି କହିଲେ ନିଶା ମହାରଣା, ଦେଖନ୍ତୁ ଭିଡିଓ
Play icon01:12
Paradeep News: BPCL ତୈଳ ଟର୍ମିନାଲ୍ ନିକଟରେ ୩ଟି ତୈଳ ଟାଙ୍କି ଗାଡିରେ ଲାଗିଗଲା ନିଆଁ
Play icon02:00
Chiranjib Biswal: ବିଜେଡିରେ ମିଶିବା ପରେ ଭାଇରାଲ ହେଲା ଚିରଞ୍ଜିବୀ ବିଶ୍ୱାଳଙ୍କ ଭିଡିଓ
Play icon04:55
Dharmendra Pradhan: ଆକ୍ଟିଭାରେ ବୁଲି ଲୋକଙ୍କ ସହ ଚର୍ଚ୍ଚା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Play icon07:18
Varsha Priyadarshini: ବିଜେଡି ଘୋଷଣା କଲା ପ୍ରାର୍ଥୀ ତାଲିକା, ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିଲା ଟିକେଟ
Play icon01:16
Odisha Election 2024: ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ସିଇଓଙ୍କ ପାଖେ ଫେରାଦ ହେଲେ ସ୍ୱୟଂପ୍ରକାଶ
Play icon01:15
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:44
Voter ID Card: କିପରି ଅନଲାଇନ ଡାଉନଲୋଡ କରିପାରିବେ ଭୋଟର ID କାର୍ଡ?
Play icon01:33
Sasmit Patra: NH ୫୫ର ଦୂରାବସ୍ଥା ନେଇ ବିଷ ଉଗାଳିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର
Play icon06:43
Odia Film: ଆସନ୍ତାକାଲି ନେଦରଲାଣ୍ଡରେ ରିଲିଜ ହେବ ଓଡ଼ିଆ ସିନେମା 'ଦଶମ'
Play icon02:07
Odisha Election 2024: ନିର୍ବାଚନ ପ୍ରଚାରରେ ରହିଛି ସମ୍ବଲପୁରୀ ଗୀତ ର ବିଶେଷ କ୍ରେଜ
Play icon04:20
AC Tunnel: ନାଁକୁ ତିଆରି ହେଲା କି ଏସି ସେଡ୍, ତାତିରେ ଡ଼ହଳବିକଳ ହେଉଛନ୍ତି ଭକ୍ତ...
Play icon04:41
Sand Art: ଦେଶର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ବାଲୁକାକଳାରେ ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ
Play icon03:20
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:49
Viral Video: ମା' ଏକ ସ୍କୁଟି ଚଳାଉଛନ୍ତି, ପଛରେ ବସିଥିବା ପୁଅ ନୋଟବୁକ୍ ଓ ବହି ବାହାରି କରି ପଢୁଛି; ଭିଡିଓ ଭାଇରାଲ୍
Play icon00:15
Varsha Priyadarshini Join BJD: ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଦେଖନ୍ତୁ ଏହି ଭିଡିଓ
Play icon02:07
Odisha BJP Candidate Dillip Ray: ଅଡ଼ୁଆରେ ଦିଲ୍ଲୀପ ରାୟ ! ପ୍ରାର୍ଥୀତ୍ବ କୁ ନେଇ ଦଳ ଫାଳ ଫାଳ...
Play icon03:41
Sahijata Tradition: ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଯାତ, ପୁଣି ବୀର ବାଦ୍ୟରେ କମ୍ପିଲା ଶ୍ରୀକ୍ଷେତ୍ର, ଦେଖନ୍ତୁ ଏହି ଭିଡିଓ
Play icon02:57
Odisha Election 2024: ବିଜୟ ପାଇଁ ରଣନୀତି ପ୍ରସ୍ତୁତ କଲା ଜଗତସିଂହପୁର ବିଜେଡି, ଦେଖନ୍ତୁ ଏହି ଭିଡିଓ
Play icon03:53
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:27