Couple viral Video: ବାଇକ ଉପରେ ଖୁଲମଖୁଲା ପ୍ରେମ କରିବା ପଡିଲା ମହଙ୍ଗା, ପୁଲିସ କାଟିଲା ୫୨ ହଜାର ଟଙ୍କାର ଚାଲାଣ; ଭିଡିଓ ଭାଇରାଲ

Couple viral Video: ରୋଡ ରୋମିଓଙ୍କ ଉପରେ ପଡିଲା ପୋଲିସ ଛାଟ। ରାସ୍ତା ଉପରେ ବାଇକରେ ପ୍ରେମିକାକୁ ବସାଇ ହରକତ କରୁଥିବା ବେଳେ ୫୨ ହଜାର ଟଙ୍କାର ଚାଲାଣ କାଟିଛି ନୋଏଡା ପୁଲିସ। ଗ୍ରେଟର ନୋଏଡା ଅଞ୍ଚଳରୁ ପ୍ରେମିକା ସହିତ ହରକତ କରୁଥିବା ବେଳେ ରୋଡରୋମିଓଙ୍କ ଭିଡିଓ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଏହି ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀ-ଏନସିଆରର ସବୁଠାରୁ ବ୍ୟସ୍ତବହୁଳ ଏକ୍ସପ୍ରେସୱେ ମଧ୍ୟରୁ ଗୋଟିଏ ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସୱେରେ ଘଟିଛି ଏଭଳି ଘଟଣା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ, ଯୁବକ-ଯୁବତୀ ଏକ ବାଇକ୍ ଉପରେ ପରସ୍ପରକୁ ଆଲିଙ୍ଗନ କରି ବସିଥିବା ଦେଖାଯାଇଛି। ଭିଡିଓ ଭାଇରାଲ ହେବା ପରେ କଠୋର କାର୍ଯ୍ୟାନୁଷ୍ଠାନ

See more

Recommended Videos