Cricketer Rinku Singh: କ୍ରିକେଟର ରିଙ୍କୁ ସିଂହଙ୍କ ସହ ଏନଗେଜମେଣ୍ଟ ବେଳେ କାନ୍ଦିଲେ ସାଂସଦ ପ୍ରିୟା, ଦେଖନ୍ତୁ ଏହି ଭିଡିଓ...

Cricketer Rinku Singh Engagement Video: ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜ ଏବଂ ଭାରତୀୟ କ୍ରିକେଟ ଦଳର ଷ୍ଟାର ପ୍ଲେୟାର ରିଙ୍କୁ ସିଂହ(Rinku Singh)ଙ୍କର ନିର୍ବନ୍ଧ ଆଜି ରବିବାର ଲକ୍ଷ୍ନୌର ଏକ ପଞ୍ଚତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ପ୍ରିୟା ଏବଂ ରିଙ୍କୁଙ୍କ ନିର୍ବନ୍ଧରେ ଅନେକ ଭିଆଇପି ଗେଷ୍ଟଙ୍କୁ ନିମନ୍ତ୍ରଣ କରାଯାଇଛି। ଏସପି ବିଧାୟକ କହିଛନ୍ତି ଯେ ଏସପି ସାଂସଦ ଜୟା ବଚ୍ଚନ, ଇକରା ହାସନଙ୍କ ଭଳି ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛନ୍ତି। ଦେଖନ୍ତୁ ଏହି ଭିଡିଓ..

Recommended Videos