Video: ଦାନ୍ତ ସମସ୍ୟାର ବଡ କାରଣ କହିଲେ ଡାକ୍ତର, ଭିଡିଓ ହେଲା ଭାଇରାଲ୍

Viral Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଜଣେ ଦନ୍ତରୋଗ ବିଶେଷଜ୍ଞ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ଲୋକଙ୍କୁ ସତର୍କ କରାଇଛନ୍ତି । ଡାକ୍ତର ବିଶେଷ କରି ପିଲାମାନଙ୍କ କ୍ଷେତ୍ରରେ ଉପୁଜୁଥିବା ଦାନ୍ତ ସମସ୍ୟା ଏବଂ ତାହାର ଉପଚାର ସମ୍ପର୍କରେ ଆଲୋକପାତ କରିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓଟି ।

Recommended Videos