Published: Dec 21, 2025, 09:52 PM IST|Updated: Dec 21, 2025, 09:52 PM IST
Sach Episode: ଆପଣଙ୍କ ହିସାବରେ କେଉଁଟା ଭଲ କର୍ମ...କେଉଁଟା ଖରାପ କର୍ମ...ଜାଣିବା ପାଇଁ ଦେଖନ୍ତୁ 'ସଚ୍' । ଜୀ ମିଡିଆର ପ୍ରତିଷ୍ଠାତା ଡ. ସୁଭାଷ ଚନ୍ଦ୍ରାଙ୍କ ଶୋ ଏବେ ବେଶ ଚର୍ଚ୍ଚାରେ । ପ୍ରତି ରବିବାର ରାତି ୧୦ଟାରେ ଦେଖନ୍ତୁ ସଚ୍ । ଏହି ଏପିସୋଡରେ ଜାଣନ୍ତୁ କେଉଁଟା ଭଲ କର୍ମ...କେଉଁଟା ଖରାପ କର୍ମ । ଦେଖିବାକୁ ଜମାରୁ ଭୁଲନ୍ତିନି ସଚ୍ ଏପିସୋଡ୍....